15.1 C
Bhubaneswar
Tuesday, December 9, 2025
Homeଓଡିଶାଶିଶୁ ମୃତ୍ୟୁକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଶିଶୁ ମୃତ୍ୟୁକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଯାଜପୁର : ଶିଶୁ ମୃତ୍ୟୁକୁ ନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଉତ୍ତେଜନା ଦେଖାଦେଇଛି ।  ଡାକ୍ତରଙ୍କ  ଚିକିତ୍ସା ଅବହେଳାରୁ ଶିଶୁର  ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।   ଏହାକୁ ପ୍ରଶ୍ନ କରିବାରୁ ମୃତ ଶିଶୁର ଭଉଣୀକୁ ସୁରକ୍ଷାକର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଚି ।   ଶିଶୁ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା ବଢିଥିବା ବେଳେ  ଯାଜପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ବୁଝାସୁଝା କରିଛି ।  ସୂଚନା ଅନୁସାରେ  ଶିଶୁ ପୁତ୍ରକୁ ୧ ବର୍ଷ ହୋଇଥିଲା , ଥଣ୍ଡା ଜ୍ୱରରେ ପୀଡିତ ହୋଇ  ମେଡିକାଲରେ ଭର୍ତ୍ତି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking