କଟକ: ବନ୍ଦ ହେଲା କଟକ ଛତ୍ରବଜାର ପିଣ୍ଡି ଟେଣ୍ଡର ପ୍ରକ୍ରିୟା । ବ୍ୟବସାୟୀ ସଂଘର ବିରୋଧ ପରେ ପ୍ରକ୍ରିୟା ବନ୍ଦ କଲା ସିଏମ୍ସି । ଟେଣ୍ଡର ପ୍ରକ୍ରିୟା ବନ୍ଦ ହେବା ପରେ ପୂର୍ବ ନିଷ୍ପତ୍ତିରୁ ଏହରିଲା ସଂଘ । କାଲି ଓ ୨୯ ତାରିଖରେ ବନ୍ଦ ହେବନି ଛତ୍ରବଜାର । ଟେଣ୍ଡର ପ୍ରକ୍ରିୟା ବନ୍ଦ ନ କଲେ ୨ ଦିନ ଛତ୍ରବଜାର ବନ୍ଦ କରିବ କହିଥିଲା ସଂଘ ।










