14.1 C
Bhubaneswar
Sunday, December 7, 2025
Homeଓଡିଶାତେଲେଙ୍ଗାନା ବିସ୍ଫୋରଣ: ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା

ତେଲେଙ୍ଗାନା ବିସ୍ଫୋରଣ: ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ତେଲେଙ୍ଗାନା ବିସ୍ଫୋରଣରେ  ୮ ଓଡିଆ ଶ୍ରମିକଙ୍କ ମୃତ୍ୟୁ  ଘଟଣାରେ ମୁଖ୍ୟମନ୍ତ୍ରୀ ରିଲିଫ  ପାଣ୍ଠିରୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।  ତେଲେଙ୍ଗାନା ମେଡାକର ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ୪୦ ଜଣଙ୍କ  ମୃତ୍ୟୁ ହୋଇଥିଲା । ବିସ୍ଫୋରଣରେ ୪୦ ମୃତକଙ୍କ ମଧ୍ୟରୁ ୮ ଜଣ ଓଡିଆ ଶ୍ରମିକ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking