21.1 C
Bhubaneswar
Monday, December 8, 2025
Homeଓଡିଶା'ପ୍ରଶ୍ନପତ୍ର ଲିକରେ ଶିକ୍ଷକଙ୍କ ସଂପୃକ୍ତି'

‘ପ୍ରଶ୍ନପତ୍ର ଲିକରେ ଶିକ୍ଷକଙ୍କ ସଂପୃକ୍ତି’

ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି ରହିଛି । ପ୍ରେସମିଟ କରି କ୍ରାଇମବ୍ରାଞ୍ଚ ଡିଆଇଜିବି. ଗଙ୍ଗାଧର ସୂଚନା ଦେଇଛନ୍ତି । କାହିଁକି ପ୍ରଶ୍ନପତ୍ର ଲିକ ହେଲା , ତାର ତଦନ୍ତ  ଚାଲିଛି ।  ବୋର୍ଡ ଅଫିସ କର୍ମଚାରୀଙ୍କୁ  ପଚରାଉଚରା କରାଯାଇଛି  । ୭ ଗିରଫ ପରେ ଆଉ କିଏ ରହିଛନ୍ତି, ତଦନ୍ତ ଜାରି ରହିଛି । ଲାପଟପ ପାସୱାର୍ଡ କେମିତି ମିଳିଲା ତଦନ୍ତ ଚାଲିଛି ।  କାହା କାହା ପାଖକୁ ପ୍ରଶ୍ନପତ୍ର  ଯାଇଛି , ଲିଙ୍କ ଖୋଜା ଚାଲିଛି ।  ସମସ୍ତଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ହେବ ।  ପ୍ରଶ୍ନପତ୍ର ଲିକ ଘଟଣାରେ ଗିରଫ ହେଲେଣି ମୋଟ ୭ ଜଣ । ଆଗରୁ ୪ ଶିକ୍ଷକ ସମେତ ୬ ଜଣ ଗିରଫ ହୋଇଥିଲେ ।  ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଥିଲେ ମାଷ୍ଟରମାଇଣ୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking