27.1 C
Bhubaneswar
Saturday, December 6, 2025
Homeଓଡିଶାଯୋଗାଣ ମନ୍ତ୍ରୀଙ୍କୁ ଟାର୍ଗେଟ

ଯୋଗାଣ ମନ୍ତ୍ରୀଙ୍କୁ ଟାର୍ଗେଟ

ଭୁବନେଶ୍ୱର : ଯୋଗାଣ ମନ୍ତ୍ରୀଙ୍କୁ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଟାର୍ଗେଟ କରିଛନ୍ତି । କହିଛନ୍ତି ଭୁଲ କରୁଛ କାହିଁକି , ଛେପ   ଢୋକୁଛ କାହିଁକି । ମନ୍ତ୍ରୀ କିଛି କହିବା ପୂର୍ୱରୁ ଭାବି ଚିନ୍ତି କୁହନ୍ତୁ । କଟନି ଛଟନି ହେଉନି କିନ୍ତୁ ହେଉଛି ।  ମନ୍ତ୍ରୀଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ ତାଙ୍କ ସମ୍ମାନହାନି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking