28.1 C
Bhubaneswar
Saturday, January 17, 2026
Homeଦେଶ ବିଦେଶସ୍କୁଟିକୁ ଧକ୍କା ଦେଲା ଟ୍ୟାଙ୍କର: ଜଣେ ମୃତ

ସ୍କୁଟିକୁ ଧକ୍କା ଦେଲା ଟ୍ୟାଙ୍କର: ଜଣେ ମୃତ

ନୂଆଦିଲ୍ଲୀ: ଏକ ଦ୍ରୁତଗାମୀ ପେଟ୍ରୋଲ ଟ୍ୟାଙ୍କର ଆକ୍ଟିଭା ସ୍କୁଟରକୁ ଧକ୍କା ଦେବାରୁ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧୦. ୩୦ରେ କାମରୁ ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ରାଞ୍ଚିରୁ ଗୋକୁଳପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଟ୍ୟାଙ୍କରଟି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଡ୍ରାଇଭର ଜଣଙ୍କ ଏଭଳି କାଣ୍ଡ ଅନ୍ୟଆଡେଚାଲିଯାଇଥିଲା।ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠାଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡ୍ରାଇଭର ସହ ଗାଡିକୁ ଜବତ କରିଛି । ପୋଲିସ ଡ୍ରାଇଭର ବିରୋଧରେ ଏକ ମାମଲା ରୁଜୁ କରିଛି । ଦୁର୍ଘଟଣାର ସମସ୍ତ ପରିସ୍ଥିତି ନିର୍ଣ୍ଣୟ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking