32.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶତାମିଲନାଡୁ : ଟାଟା ମ୍ୟାନୁଫ୍ୟାକଚିରିଙ୍ଗ ପ୍ଲାଂଟରେ ନିଆଁ

ତାମିଲନାଡୁ : ଟାଟା ମ୍ୟାନୁଫ୍ୟାକଚିରିଙ୍ଗ ପ୍ଲାଂଟରେ ନିଆଁ

ତାମିଲନାଡୁ : ଟାଟା ଇଲେକଟ୍ରୋନିକ୍ସ ମ୍ୟାନୁଫ୍ୟାକଚିରିଙ୍ଗ ପ୍ଲାଂଟରେ ଲାଗିଛି ନିଆଁ । ଧୂଆମୟ ହୋଇଉଠିଥିଲା ସମଗ୍ର ପରିବେଶ । ସୂଚନା ଅନୁଯାୟୀ ,ତାମିଲନାଡୁର କୃଷ୍ଣାଗିରୀ ଜିଲ୍ଲା ହୋସୁର ସ୍ଥିତ ଟାଟା ଇଲେକଟ୍ରୋନିକ୍ସର ପ୍ଲାଂଟ ଟି ରହିଛି । ବର୍ତମାନ ସମୟରେ ରେସକ୍ୟୁ ଅପରେସନ ଜାରି ରହିଛି । ଅଗ୍ନିଶମ ବିଭାଗ ର ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା , ହେଲେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ନିଆଁ ଲାଗିଥିବା ସମୟରେ ପ୍ଲାଂଟରେ ୧୫୦୦ କର୍ମଚାରୀ କାମ କରୁଥିଲେ । କେଉଁ କାରଣରୁ ନିଆଁ ଲାଗିଥିଲା ସେନେଇ ଜାଂଚ ଚାଲିଛି ଏବଂ କର୍ମଚାରୀ ମାନେ ସୁରକ୍ଷିତ ଅଛନ୍ତି ବୋଲି ଟାଟା ପକ୍ଷରୁ ଜଣାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking