30.1 C
Bhubaneswar
Saturday, February 14, 2026
Homeଓଡିଶାତାଳଚେରରେ ହୋଇଛି ସର୍ବାଧିକ ବର୍ଷା

ତାଳଚେରରେ ହୋଇଛି ସର୍ବାଧିକ ବର୍ଷା

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ  ବର୍ଷା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୧୫୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ବାଲିକୁଦାରେ ୧୦୫ ମିମି, ଜଗତସିଂହପୁରରେ ୯୯.୧ ମିମି, ଉଦଳାରେ ୯୪ ମିମି, କପ୍ତିପଦାରେ ୯୨ ମିମି,  ଗୋପରେ ୯୧ ମିମି, କେନ୍ଦୁଝରଗଡ଼ରେ ୮୯ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି କଙ୍କଡ଼ାହାଡ଼ରେ ୮୪.୪, ମହାକାଳପଡ଼ାରେ ୮୦,  ଅନୁଗୁଳରେ ୬୯ ମିମି ବର୍ଷା ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking