17.1 C
Bhubaneswar
Wednesday, February 4, 2026
Homeଓଡିଶାପ୍ରଦୂଷଣରେ ତାଳଚେର ୧ ନମ୍ବର

ପ୍ରଦୂଷଣରେ ତାଳଚେର ୧ ନମ୍ବର

ଭୁବନେଶ୍ୱର: ଦେଶରେ ପ୍ରଦୂଷଣ ରେକର୍ଡ ଭାଙ୍ଗିଲା ଓଡିଶା । ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ସହର । ଦେଶର ୬ ସହର ମଧ୍ୟରେ ଓଡିଶାର ୪ ସହର । ୩୫୫ ଏକ୍ୟୁଆଇ ସହ ତାଳଚେର ସବୁଠୁ ପ୍ରଦୂଷିତ ସହର । ଅନୁଗୁଳରେ ଏକ୍ୟୁଆଇ ୩୨୯ ରହିଥିବା ବେଳେ , ବାରିପଦାରେ ଏକ୍ୟୁଆଇ ୩୨୪ ରହିଛି । କଟକରେ ଏକ୍ୟୁଆଇ ୩୦୪ ଓ ଭୁବନଶ୍ୱରର ଏକ୍ୟୁଆଇ ୩୦୨ ରହିଛି ।ତେବେ ଗତକାଲି ରାଜଧାନୀ ଦିଲ୍ଲୀରେ ବାୟୁର ମାନ ୨୩୬ ଥିଲା ବେଳେ ଆଜି ସକାଳ ୮ଟାରେ ୨୩୫ ରହିଛି । ସେହିପରି ଗତକାଲି ଦେଶର ୯ ପ୍ରଦୂଷିତ ସହର ମଧ୍ୟରେ ଥିଲା ଓଡ଼ିଶାର ୭ ସହର। ୩୮୦ ଏକ୍ୟୁଆଇ ସହ ଗତକାଲି ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହରର କୁଖ୍ୟାତି ଅର୍ଜିଥିବା ବେଳେ ୩୪୬ ଏକ୍ୟୁଆଇ ସହ ଅନୁଗୁଳ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking