17.1 C
Bhubaneswar
Friday, February 13, 2026
Homeଓଡିଶାପରାଜୟର ବି ଦାୟିତ୍ୱ ନିଅନ୍ତୁ ନବୀନ

ପରାଜୟର ବି ଦାୟିତ୍ୱ ନିଅନ୍ତୁ ନବୀନ

ଭୁବନେଶ୍ୱର : ଆମେ ନବୀନ ପଟ୍ଟନାୟକଙ୍କୁ ନେତା ବାଛିଥିଲୁ । ଆଶା କରିଥିଲୁ ସବୁ ଦାୟିତ୍ୱ ସେ ନେବେ । ବିଜୟର ଶ୍ରେୟ ଯେମିତି ନେଉଥିଲେ ପରାଜୟର ବି ଦାୟିତ୍ୱ ନବୀନ ପଟ୍ଟନାୟକ ନେବା ଆବଶ୍ୟକ । ପାଣ୍ଡିଆନଙ୍କୁ ଆମେ ନେତା କରି ନଥିଲୁ । ଆମେ ନବୀନ ବାବୁଙ୍କୁ ହିଁ ନେତା ବାଛିଥିଲୁ । ସେ ଜବାବ ଦେବା ଦରକାର କାହିଁକି ଆଜି ଇଏ ପରିସ୍ଥିତି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking