22.1 C
Bhubaneswar
Friday, December 5, 2025
Homeଦେଶ ବିଦେଶମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ବିଜୟ

ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ବିଜୟ

ତାମିଲନାଡୁ: ତାମିଲନାଡୁ କରୁର ଦଳାଚକଟା ଘଟଣାରେ ମୁହଁ ଖୋଲିଲେ ଟିଭିକେ ମୁଖ୍ୟ ବିଜୟ । ମୁଁ ମୋ ଜୀବନରେ ଏପରି ଦୁଃଖଦାୟକ ପରିସ୍ଥିତିର ସାମ୍ନା କେବେ କରିନାହିଁ । ଶୀଘ୍ରପୀଡିତାମାନଙ୍କୁ ଭେଟିବି । ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଉଛି । ଯାହା ହେବା ଉଚିତ ନଥିଲା, ତାହା ହୋଇଛି ।  ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଦୟାକରି ଟିଭିକେ କର୍ମୀମାନଙ୍କର କ୍ଷତି କରନ୍ତୁ ନାହିଁ । ମୋ ଘରକୁ କିମ୍ବା ଅପିସକୁ ଆସି ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking