15.1 C
Bhubaneswar
Tuesday, January 13, 2026
Homeଓଡିଶାବାରବାଟୀରେ ଟି – ୨୦ ମ୍ୟାଚ: ଭୁବନେଶ୍ୱରରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌

ବାରବାଟୀରେ ଟି – ୨୦ ମ୍ୟାଚ: ଭୁବନେଶ୍ୱରରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର। ସ୍ୱତନ୍ତ୍ର ବିମାନରେ ଆସି ବିମାନବନ୍ଦରରେ ପହଞ୍ଚିଲେ । ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ହେବ ଟି – ୨୦ ପାଇଁ ପହଞ୍ଚିଲେ ଉଭୟ ଟିମ୍। ବାରବାଟୀ ଟି-୨୦ ମୁକାବିଲା ପାଇଁ ଗତକାଲି ହାର୍ଦ୍ଧିକ ପାଣ୍ଡ୍ୟା ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ଆଜି ସକାଳେ ଷ୍ଟାର ବୋଲର ଯଶପ୍ରୀତ ବୁମରା ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚି କଡା ସୁରକ୍ଷାବଳ ଭିତରେ ହୋଟେଲ ମେ’ ଫେୟାରକୁ ଯାଉଛନ୍ତି ଖେଳାଳି। ସେପଟେ ଖେଳାଳିଙ୍କୁ ସ୍ୱାଗତ ପାଇଁ ହୋଟେଲ ମେ’ ଫେୟାରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସ୍ୱତନ୍ତ୍ର ପାରମ୍ପରିକ ନୃତ୍ୟରେ ଖେଳାଳିଙ୍କୁ ସ୍ୱାଗତ କରାଯିବ । ଖେଳାଳି ଓ ଅଫିସିଆଲଙ୍କ ପାଇଁ ୧୨୦ଟି ରୁମ ବୁକ ହୋଇଛି ।

ଭୁବନେଶ୍ୱରରେ ପହଞ୍ଚିଲେ ବୁମ୍‌ରା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking