28.1 C
Bhubaneswar
Wednesday, December 17, 2025
Homeଓଡିଶାଭୁବନେଶ୍ୱରରେ ବୁଲିଲା ଖଣ୍ଡା: ୩ ଗରୁତର

ଭୁବନେଶ୍ୱରରେ ବୁଲିଲା ଖଣ୍ଡା: ୩ ଗରୁତର

ଭୁବନେଶ୍ୱର:  ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା । ୩ ଗୁରୁତର ରହିଛନ୍ତି ।  ଭରତପୁର ଥାନା ସାମପୁର ଅଞ୍ଚଳରେ ଖଣ୍ଡାରେ ଆକ୍ରମଣ  କରିଛନ୍ତି ।  ଭରତପୁର ବସ୍ତି ଅଞ୍ଚଳରେ ୨୦ରୁ ୩୦ ଯୁବକ ଆକ୍ରମଣ କଲେ । ଜମିଜମା ବିବାଦରୁ ଆକ୍ରମଣ କରିଥିବା ନେଇ ସୂଚନା ରହିଛି । ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking