16.1 C
Bhubaneswar
Sunday, December 7, 2025
Homeଓଡିଶାଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ

ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ

ନବରଙ୍ଗପୁର:  ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଉମରକୋଟ ଥାନା ସାନଭୀମାଗୁଡା ଗାଁରେ ଅଘଟଣ ଘଟିଛି । ଘର ପଛପଟ ଗଛରେ ଝୁଲୁଛି ସ୍ୱାମୀର ମୃତଦେହ ଉଦ୍ଧାର କରାଯାଇଛି । ଘର ଭିତରେ ପଡିଛି ସ୍ତ୍ରୀର ମୃତଦେହ । ମୁଣ୍ଡରେ ରକ୍ତଦାଗ ଲାଗିଛି । କେଉଁ ପରିସ୍ଥିତିରେ  ମୃତ୍ୟୁ ହେଲା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking