32.1 C
Bhubaneswar
Thursday, April 10, 2025
Homeଓଡିଶାଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ  ଯୁବକଙ୍କ ମୃତ୍ୟୁ ହୋଇଛି । ଛାତରୁ ଖସି ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳୁଛି । ମୃତକ ଜଣଙ୍କ ହେଉଛନ୍ତି, ସଂକଳ୍ପ ମହାନ୍ତି । ସେ ଏକ ସାମ୍ବାଦିକ ଚ୍ୟାନେଲରେ ଡିଜିଟାଲ ସେଲଲରେ ମ୍ୟାନଜମେଣ୍ଟ ଟ୍ରେନି ଭାବରେ କାମ କରୁଥିଲେ । ମୃତ ଯୁବକଙ୍କ ବୟସ ପ୍ରାୟ ୨୪ ବର୍ଷ ବୋଲି ଜଣାପଡିଛି । ବର୍ତ୍ତମାନ ସ୍ଥାନୀୟ ପରିସ୍ଥିତିରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking