ଭୁବନେଶ୍ୱର : ତାରା ବାହିନୀପତିଙ୍କ ନିଲମ୍ବନ ପ୍ରସଙ୍ଗରେ ପ୍ରତ୍ୟାହାର ପାଇଁ ସର୍ତ୍ତ ରଖିଲେ ବାଚସ୍ପତି ସୁରମା ପାଢୀ । କହିଛନ୍ତି ତାରା କ୍ଷମା ପ୍ରାର୍ଥନା କଲେ ହଟିବ ନିଲମ୍ବନ । ଏପଟେ କ୍ଷମା ମାଗିବେନି କହିଲେ କଂଗ୍ରେସ ବିଧାୟକ । ସୂଚନା ଅନୁସାରେ ଗୃହରେ ହଙ୍ଗାମା , ହୋହଲ୍ଲା କରିବାରୁ ୭ ଦିନ ଯାଏଁ ତାରା ପ୍ରସାଦ ବାହିନୀ ପତିଙ୍କୁ ନିଲମ୍ବନ କରାଯାଇଥିଲା ।