20.1 C
Bhubaneswar
Sunday, February 8, 2026
Homeଓଡିଶାକଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ  

କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ  

ଭୁବନେଶ୍ୱର : କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ  ା ସୁରଙ୍କ ଘର ବାହୁଡା ହୋଇଛି । ଦଳକୁ ଫେରି ଭାବବିହ୍ୱଳ ହୋଇଛନ୍ତି  ସୁର । ୯ ମାସ ପରେ ଦଳକୁ ଫେରିଲେ ସୁର ରାଉତରାୟ । ଭାବବିହ୍ୱଳ ହୋଇ ରାହୁଲ ଗାନ୍ଧୀ , ଭକ୍ତ ଦାସଙ୍କୁ ଧନ୍ୟବାଦ ଦେଇଥିଲେ । ଏହା ସହିତ ଛାତ୍ର କଂଗ୍ରେସ କର୍ମୀଙ୍କୁ  ଧନ୍ୟବାଦ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking