14.1 C
Bhubaneswar
Sunday, December 7, 2025
Homeଓଡିଶାସୁରେଶ ପନ୍ତ ନୂଆ ପିସିସିଏଫ

ସୁରେଶ ପନ୍ତ ନୂଆ ପିସିସିଏଫ

ଭୁବନେଶ୍ୱର : ଆଇଏଫଏସ ସୁରେଶ ପନ୍ତ ହେଲେ ନୂଆ ପିସିସିଏଫ ମୁଖ୍ୟ । ସୁରେଶ ପନ୍ତ ନୂଆ ପିସିସିଏଫ ଭାବେ ନିଯୁକ୍ତ ହୋଇଛନ୍ତି । ପିସିସିଏଫ ଫରେଷ୍ଟ ମୁଖ୍ୟ ଭାବେ ନିଯୁକ୍ତ ଦେଲେ ସରକାର । ୧୯୯୦ ବ୍ୟାଚର ଆଇଏଫଏସ ସୁରେଶ ପନ୍ତ । ଓଡିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନର ଏମଡି ଥିଲେ । ଦେବୀଦତ୍ତ ବିଶ୍ୱାଳଙ୍କ ସ୍ଥାନରେ ନେଲେ ଦାୟିତ୍ୱ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking