28.1 C
Bhubaneswar
Monday, February 9, 2026
Homeଓଡିଶାନିର୍ବାଚନ ଲଢିବେ ସୁର!

ନିର୍ବାଚନ ଲଢିବେ ସୁର!

ଭୁବନେଶ୍ୱର: ପୁଣି ମଇଦାନକୁ ଓହ୍ଲାଇବେ ସୁର ରାଉତରାୟ । ଜଟଣୀରେ ନିର୍ବାଚନ ଲଢିବା ନେଇ ସଙ୍କେତ ଦେଲେ । ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ପୁଣି ଲଢିବି କହିଲେ ସୁର । ସେ ଆହୁରି କହିଛନ୍ତି ଯେ ମୁଁ ଛାଡି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା । ଆଉ ଥରେ ଜଟଣୀରେ କଂଗ୍ରେସ ଆସିବ । ଲୋକଙ୍କ ସହ ମିଶୁଛୁ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି । ଆମ ପାଖରେ ଶକ୍ତି, ସଂଗଠନ ଓ ପଇସା ଅଛି, ଲଢିବୁ ଜିତିବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking