15.1 C
Bhubaneswar
Saturday, December 13, 2025
Homeଦେଶ ବିଦେଶଡାକ୍ତରଙ୍କ ସୁରକ୍ଷା ପାଇଁ ସୁପ୍ରିମ ନିର୍ଦ୍ଦେଶ

ଡାକ୍ତରଙ୍କ ସୁରକ୍ଷା ପାଇଁ ସୁପ୍ରିମ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଯେଉଁ ଡାକ୍ତର ଡ୍ୟୁଟିକୁ ଫେରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ସଚିବଙ୍କ ନିର୍ଦ୍ଦେଶ । ସବୁ ରାଜ୍ୟର ମୁଖ୍ୟ ସଚିବ ଓ ଡିଜିପିଙ୍କ ସହ କଥା ହେବାକୁ ନିର୍ଦ୍ଦେଶ । ସପ୍ତାହକ ମଧ୍ୟରେ ଆଲୋଚନା କରି ସୁରକ୍ଷା ବନ୍ଦୋବସ୍ତ ପାଇଁ କହିଲେ । ଆଲୋଚନାର ୨ ସପ୍ତାହ ମଧ୍ୟରେ ରାଜ୍ୟମାନେ ସୁରକ୍ଷା ପଦକ୍ଷେପ ନିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking