32.1 C
Bhubaneswar
Thursday, October 17, 2024
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜାଣନ୍ତୁ କ’ଣ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ତାହା ହେଲା ୬(ଏ) ଆଇନ ସାମ୍ବିଧାନିକଭାବେ ବୈଧ । ଏଣିକି ଆସାମ ଆସିଥିବା ବାଂଲାଦେଶୀଙ୍କୁ ନାଗରିକତା ମିଳିବ । ୧୯୬୬ରୁ ୧୯୭୧ ମଧ୍ୟରେ ଆସିଥିଲେ ନାଗରିକତା ମିଳିବ । ଅନ୍ୟପକ୍ଷରେ ୧୯୭୧ ମାର୍ଚ୍ଚ ୨୫ ପରେ ଆସିଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । କେବଳ ସେତିକି ନୁହେଁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରତର୍ପଣ ଲାଗି ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking