27.1 C
Bhubaneswar
Sunday, February 22, 2026
Homeଓଡିଶାବନ୍ଧା ହେଲେ ଯୋଗାଣ ସହାୟକ

ବନ୍ଧା ହେଲେ ଯୋଗାଣ ସହାୟକ

ବଲାଙ୍ଗୀର :  ବନ୍ଧା ହେଲେ ବୁଦୁଲା ପଞ୍ଚାୟତ ଯୋଗାଣ ସହାୟକ । ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁଙ୍କୁ   ପୋଲିସ ଗିରଫ କରିଛି । ଦୁଷ୍କର୍ମ ଓ ନିର୍ଯାତନା  ମାମଲାରେ  ଆଗଲପୁର ପୋଲିସ ଗିରଫ କରିଛି । ୪ ତାରିଖରେ ହୋଇଥିବା  ଦୁଷ୍କର୍ମ ମାମଲାକୁ ନେଇ  ମହିଳା ଥାନାରେ ଅଭିଯୋଗ କରିଥିଲା । ଚାଉଳ ଦେବାକୁ  ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking