34.1 C
Bhubaneswar
Saturday, June 7, 2025
Homeଓଡିଶାବିଜେଡିର ବୈଠକ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ସୁନୀଲ ମହାନ୍ତି

ବିଜେଡିର ବୈଠକ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ସୁନୀଲ ମହାନ୍ତି

ଭୁବନେଶ୍ୱର: ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ବୈଠକ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତି । ଦଳୀୟ ବୈଠକ ଶଙ୍ଖଭବନରେ ହେବା କଥା । ରେଷ୍ଟୁରାଣ୍ଟ ଓ କାହା ଘରେ ହେବନି କହିଥିଲେ ନବୀନ । କାହା ଘରେ ବୈଠକ ହେଲେ ଦଳୀୟ ବୈଠକ ମାନିବୁନି ।  ଜଣେ ଦୁଇ ଜଣଙ୍କୁ ନେଇ ବୈଠକକୁ ବୈଠକ ଗଣାଯିବ । ଦଳରେ ବିଶୃଙ୍ଖଳା ପାଇଁ ପ୍ରୟାସ ଚାଲିଛି । ଦଳରେ କୁଚକ୍ରୀ ଅଛି । ପ୍ରୟାସ ସଫଳ ହେବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking