29.1 C
Bhubaneswar
Tuesday, February 10, 2026
Homeଓଡିଶାସସ୍ମିତଙ୍କ ସମର୍ଥନରେ ସୁଲତା

ସସ୍ମିତଙ୍କ ସମର୍ଥନରେ ସୁଲତା

ଭୁବନେଶ୍ୱର: ସସ୍ମିତ ପାତ୍ରଙ୍କ ସମର୍ଥନରେ ବାହାରିଲେ ସୁଲତା ଦେଓ । ସୋସିଆଲ ମିଡିଆରେ ମୁନା ଖାଁଙ୍କୁ କଲେ ଟାର୍ଗେର୍ଟ । ଏପ୍ରିଲ ୭ରେ ନବୀନ ନିବାସ ଆସିଥିଲେ ମୁନା ଖାଁ । ବିବେକାନୁମୋଦିତ ଭୋଟିଂ ପାଇଁ ନବୀନ କହିଥଲେ । ସବୁ ଜାଣିବା ପରେ ବି ମୁନା ଖାଁ ଆରୋପ ଲଗାଇଲେ । ଜାଣିଶୁଣି ଏଭଳି ଅଭିଯୋଗ ଆଣିଥିବା କହିଲେ ସୁଲତା । ସୋସିଆଲ ମିଡିଆରେ ନବୀନ କହୁଥିôବାର ଭିଡିଓ କଲେ ସେୟାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking