ଯାଜପୁର: ଯାଜପୁର ଜିଲ୍ଲା କୁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି କଲିଙ୍ଗ ନଗର ରେ ଟାଟା ପ୍ରସାରଣ ନୀଳାଚଳ ଇସ୍ପାତ କାର ଖାନ ର ପ୍ରସାରଣ ଶିଳାନ୍ୟାସ ଜଟିଆ ଷ୍ଟିଲ ପ୍ରକଳ୍ପ ଉଦ୍ଘାଟନ ଓ ନୂଆ 12ଟି କାରଖାନା ଭୂମି ପୂଜନ ପାଇଁ ମୁଖ୍ୟମନ୍ତ୍ରୀ କଳିଙ୍ଗ ନଗର ଶିଳ୍ପା ଅଞ୍ଚଳ ଆସୁଛନ୍ତି କିନ୍ତୁ କଲିଙ୍ଗ ନଗର ଓ ଜିଲ୍ଲା ବସି ନିଯୁକ୍ତି ପାଉ ନାହାନ୍ତି ସୁକିନ୍ଦା ଖଣି ଅଞ୍ଚଳ ର ଡବଲ ଇଞ୍ଜିନ ସରକାର ଆସିଲା ଦିନ ଠାରୁ ଆଇନ ଶୃଙ୍ଖଳା ପରିସ୍ଥିତି ନାହିଁ ପୋଲିସ୍ ଶାସକ ଦଳ ର ବୋଲକରା ସାଜି ଶ୍ରମିକ ମାନଙ୍କ ଅଭିଯୋ ଉପରେ କାର୍ଯୟାନୁଷ୍ଠାନ ଗହଣ କରୁ ନାହାନ୍ତି ସମଗ୍ର ଖଣି ଅଳରେ ରେ ଶାସନ ନାହି ଖଣି ମାଲିକ ମାନେ ଶ୍ରମିକ ମାନଙ୍କୁ ଚଟେଇ କରୁଛନ୍ତି ନିଯୁକ୍ତ ଘର ସୁନୁ ଓ ମୁଖ୍ୟ ମନ୍ତ୍ରୀ ଙ୍କ ଗ୍ରସ୍ତ କୁ ବିରୋଧ କରି ସମଗ୍ର ସୁକିନ୍ଦା ଖଣି ଅଞ୍ଚଳ ବନ୍ଦ ଡାକରା ଡିଆ ଯାଇଛି ମଜଦୂର ସଙ୍ଗ ସହ ଖଣି ଅଚଳ ର ଜିଲ୍ଲା ପରିଷଦ ସଭ୍ୟା ସରପଂଚ ସମିତି ସଭ୍ୟ ସଭ୍ୟା ଶ୍ରମିକ ନେତା ସାମିଲ ହୋଇଛନ୍ତି l ଗତ କାଲି ଅପରାହ୍ନ ରେ ବନ୍ଦ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ମଜଦୁ ସଙ୍ଗ ସଧାରଣ ସମ୍ପାଦକ ସରପଂଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟl ଖଣି ଅଞ୍ଚଳରେ ଡବଲ ଇଞ୍ଜିନ ସରକାର ରାଜ୍ୟ ରେ ଶାସନ କରିବା ଦିନ ଠାରୁ ଖଣି ଅଚଳ ର ଶାସକ ଦଳ ର କର୍ମୀ ଙ୍କ ଅସଲ ମୁଖା ଖୋଲିଛନ୍ତି l