16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୨୩ ସୈନିକ ମୃତ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୨୩ ସୈନିକ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ । ଆକ୍ରମଣରେ ୨୩ ଜଣ ସୈନିକ ମୃତ୍ୟୁ ହୋଇଛି ୨୪ ଜଣ ଆହତ ହୋଇଛନ୍ତି । ପାକିସ୍ତାନର ଉତ୍ତ- ପଶ୍ଚିମ ଖୈବର ପାଖତୁଙ୍ଖାରେ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି । ତେହରିକ –ଇ- ତାଲିବାନ ପାକିସ୍ତାନ ସହ ଜଡିତ ଗୋଷ୍ଠୀ ଏହି ଆକ୍ରମଣ କରିଥିବା ସୂଚନା ରହିଛି । “ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଏକ ସାମରିକ କାନଭୟରେ ଧକ୍କା ଦେଇଥିଲା। ଫଳରେ ବିସ୍ଫୋରଣରେ ୧୩ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking