29.1 C
Bhubaneswar
Monday, March 23, 2026
Homeଓଡିଶାସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

ପୁରୀ: ଆଜି ପବିତ୍ର ରଥଯାତ୍ରାରେ  ଲୋକାରୁଢ ହୋଇଛି ଶ୍ରୀକ୍ଷେତ୍ର ।   ଆରମ୍ଭ ହେଲା ସୁଦର୍ଶନଙ୍କ ପହଣ୍ଡି । ଧାଡି ପହଣ୍ଡିରେ ଆସିଲେ ସୁଦର୍ଶନ । ଭାବର ପ୍ରଭୁ ଚୁତୁର୍ଧାବିଗ୍ରହକୁ ଦେଖିବା  ପାଇଁ ଦେଶ ବିଦେଶରୁ ଆସିଛନ୍ତି ।  ଦର୍ପଦଳନ ରଥରେ ବିରାଜମାନ କରିବେ । ଞ୍ଚ ଏହାପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ। ପହଣ୍ଡି କାର‌୍ୟ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍‌ଣ ସାଢେ ୪ଟାରେ ଗଡ଼ିବା ଆରମ୍ଭ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking