26.1 C
Bhubaneswar
Saturday, July 5, 2025
Homeଓଡିଶାଅସ୍ତିତ୍ୱ ଜଣାଇବାକୁ ଏଭଳି ନିଷ୍ପତ୍ତି : ପ୍ରତାପ

ଅସ୍ତିତ୍ୱ ଜଣାଇବାକୁ ଏଭଳି ନିଷ୍ପତ୍ତି : ପ୍ରତାପ

ଭୁବନେଶ୍ୱର : ବିରୋଧୀ ଦଳର ଛାୟା କ୍ୟାବିନେଟ୍ ପ୍ରସଙ୍ଗ । ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରତିକ୍ରିୟା । ଅସ୍ତ୍ୱ ଅଛି ବୋଲି ଜଣାଇବାକୁ ଏଭଳି ନିଷ୍ପତ୍ତି । ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି, ସେମାନେ ଜଗନ୍ତୁ । ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ । ଆମ ଓଡିଶା ନବୀନ ଓଡିଶା, ୫ଟି କଥା କାଢିବୁ । ଶତ ପ୍ରତିଶତ କାମ କରିବାକୁ ଆସିଛୁ, ଡରିବୁ କାହିଁକି । ୫ଟି ନାଁରେ ରାଜ୍ୟକୁ ଲୁଣ୍ଠନ କରି ଗଣତନ୍ତ୍ରକୁ ହତ୍ୟା କଲେ । ସେମାନଙ୍କୁ ଜଗିକଛି ବାହାର କରିବାର ଆବଶ୍ୟାକତା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking