26.1 C
Bhubaneswar
Thursday, September 19, 2024
Homeଓଡିଶାସୁଭଦ୍ରା ଯୋଜନା : ୫୦ ଲକ୍ଷ ପଞ୍ଜିକରଣ

ସୁଭଦ୍ରା ଯୋଜନା : ୫୦ ଲକ୍ଷ ପଞ୍ଜିକରଣ

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ବଡ ସୂଚନା । ୧୭ ତାରିଖରେ ବ୍ୟାଙ୍କ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି । ୧୫ ତାରିଖ ଯାଏଁ କରିଥିବା ଆବେଦନକାରୀଙ୍କୁ ମିଳିବ ଟଙ୍କା । ସୁଭଦ୍ରା ଯୋଜନାରେ ଆବେଦନ କଲେଣି ୫୦ ଲକ୍ଷ ମହିଳା । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । କାଲିଠାରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆରମ୍ଭ ହେବ । ଦଶ ହଜାର ପଦଯାତ୍ରା ହେବ । ରାଜଧାନୀରୁ ଆରମ୍ଭ କରି ପ୍ରତି ରାଜସ୍ୱ ଗାଁରେ ହେବ ପଦଯାତ୍ରା । ପ୍ରତି ପଞ୍ଚାୟତରେ ଜିପିଏଲଏଫଙ୍କ ନେତୃତ୍ୱରେ ହେବ । ଏସଏଚଜି ମା’ ମାନେ ମଧ୍ୟ ଗାଁ ଗାଁରେ ସାମିଲ ହେବେ । କାଲି ଗିରିଦୁର୍ଗା ମନ୍ଦିରରୁ ରାମାଦେବୀ ଯାଏଁ ପଦଯାତ୍ରା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking