24.1 C
Bhubaneswar
Friday, February 13, 2026
Homeଓଡିଶାଆରମ୍ଭ ହେବ ‘ସୁଭଦ୍ରା ଶକ୍ତି ମେଳା’

ଆରମ୍ଭ ହେବ ‘ସୁଭଦ୍ରା ଶକ୍ତି ମେଳା’

ଭୁବନେଶ୍ୱର: ‘ସୁଭଦ୍ରା ଶକ୍ତି ମେଳା’ ଆରମ୍ଭ ହେବ । କାଲିଠୁ ଆରମ୍ଭ ହେବ ‘ସୁଭଦ୍ରା ଶକ୍ତି ମେଳା’ । ଏସ୍‌ଏଚ୍‌ଜି ମହିଳାଙ୍କ ସାମଗ୍ରୀ ପ୍ରଦର୍ଶିତ ହେବ । ହସ୍ତଶିଳ୍ପ, ଟେରାକୋଟା ସାମଗ୍ରୀ ବିକ୍ରି ହେବ । ବାଉଁଶ ଶିଳ୍ପ ସାମଗ୍ରୀ ବିକ୍ରି କରାଯିବ । ମିଲେଟ୍ ଭିତ୍ତିକ ଖାଦ୍ୟ ଖାଇବାକୁ ମିଳିବ । ରାଜ୍ୟବ୍ୟାପୀ ଏସ୍‌ଏଚ୍‌ଜି ମହିଳା ସାମିଲ ହେବେ । ମାର୍ଚ୍ଚ ୨ ତୀରିଖ ଯାଏଁ ଚାଲିବ ମେଳା । ଲକ୍ଷପତି ଦିଦି ତିଆରି ପାଇଁ ଏହି ପ୍ରୟାସ । ଏନେଇ ସୂଚନା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking