17.1 C
Bhubaneswar
Tuesday, February 10, 2026
Homeଓଡିଶାଫେବୃଆରୀ ୮ରେ ସୁଭଦ୍ରା ଟଙ୍କା

ଫେବୃଆରୀ ୮ରେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ଫେବୃଆରୀ ୮ରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଥିଲା । ଯାଜପୁରରେ ଦିଆଯିବ ସୁଭଦ୍ରା ଟଙ୍କା । ଏନେଇ ସୁଚନା ଦେଇଛନ୍ତି ପ୍ରଭାତୀ ପରିଡା । ଏନପିସିଆଇ ଚେକ ପାଇଁ ବ୍ୟାଙ୍କ ଯାଇପାରିବେ ହିତାଧିକାରୀ । ୩ ଓ ୪ ତାରିଖରେ ଏନପିସିଆଇ ଚେକ କରିପାରିବେ ।  ପାଖାପାଖି ୨୦ ଲକ୍ଷ ହିତାଧିକାରୀଙ୍କୁ  ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking