29.1 C
Bhubaneswar
Tuesday, November 26, 2024
Homeଓଡିଶାସୁଭଦ୍ରା : ମାର୍ଚ୍ଚ ୭ରେ ଶେଷ  ପର୍ଯ୍ୟାୟ

ସୁଭଦ୍ରା : ମାର୍ଚ୍ଚ ୭ରେ ଶେଷ  ପର୍ଯ୍ୟାୟ

ଭୁବନେଶ୍ୱର : ସୁଭଦ୍ରା  ଯୋଜନା ମାର୍ଚ୍ଚ ୭ରେ ଶେଷ ପର୍ଯ୍ୟାୟ ଟଙ୍କା ମିଳିବ । ମାର୍ଚ୍ଚ ୭ରେ ମିଳିବ  ସୁଭଦ୍ରାର ପ୍ରଥମ କିସ୍ତି ଶେଷ ପର୍ଯ୍ୟାୟ ଟଙ୍କା । ପର୍ଯ୍ୟାୟ କ୍ରମେ ମାର୍ଚ୍ଚ ୮ରୁ  ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ।  ଏନେଇ ସୂଚନା ଦେଇଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବ୍ୟାଙ୍କରେ ଅଯଥା ଭିଡ କରନ୍ତୁ ନାହିଁ । ହିତାଧିକାରୀମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking