19.1 C
Bhubaneswar
Monday, February 2, 2026
Homeଓଡିଶାରାଜଧାନୀରେ ଗଡିବ ‘ସୁଭଦ୍ରା ବସ୍‌’

ରାଜଧାନୀରେ ଗଡିବ ‘ସୁଭଦ୍ରା ବସ୍‌’

ଭୁବନେଶ୍ୱର: ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡିବ ‘ସୁଭଦ୍ରା ବସ୍‌’ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚଦ୍ର ମହାପାତ୍ର । ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ମହିଳା ଡ୍ରାଇଭର ଚଳାଇବେ ‘ସୁଭଦ୍ରା ବସ୍‌’ । ଏହି ବସ୍‌ରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ପୁନେରେ ଇ ବସ୍ ଟ୍ରେନିଂ ପରେ ଭୁବନେଶ୍ୱରରେ ଚଲାଇବେ ମହିଳା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking