29.8 C
Bhubaneswar
Monday, October 7, 2024
Homeଓଡିଶାସୁଭଦ୍ରା : ଖାତାକୁ ଆସିଲା ୧ ଟଙ୍କା

ସୁଭଦ୍ରା : ଖାତାକୁ ଆସିଲା ୧ ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ଖାତାକୁ ଆସିଲା ୧ ଟଙ୍କା । ପରୀକ୍ଷାମୂଳକ ଭାବେ ଖାତାକୁ ଗଲା ଟଙ୍କା । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ଆସିଲା ୧ ଟଙ୍କା । ୯ ତାରିଖରେ ଯୋଗ୍ୟ ହିତାଧିକାରୀ ପାଇବେ ଟଙ୍କା । ସୁଭଦ୍ରାରେ ପଞ୍ଜିକରଣ କଲେଣି ୧ କୋଟିରୁ ଅଧିକ ହିତାଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking