Homeଅପରାଧହାଣି ଅଖାରେ ପୂରାଇ ଫିଙ୍ଗିଦେଲେ! ଅପରାଧଓଡିଶା ହାଣି ଅଖାରେ ପୂରାଇ ଫିଙ୍ଗିଦେଲେ! By Ona Khabara 13/04/2025 Share FacebookTwitterPinterestWhatsAppLinkedinReddItTelegram ବଲାଙ୍ଗିର: ବସ୍ତା ଭିତରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର । ହାଣି ଅଖାରେ ପୂରାଇ ଫିଙ୍ଗିଥିବା ନେଇ ସନ୍ଦେହ । ସୁଦପଡା ଗ୍ୟାସ୍ ଗୋଦାମ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର । ଯୁବକ ସ୍ଥାନୀୟ ଅଞ୍ଚଳର, ତଣ୍ଟି ଓ ବିଭିନ୍ନ ସ୍ଥାନରେ କଟା ଦାଗ । ଗୁରୁତର ଯୁବକ ଭୀମଭୋଇ ମୋଡିକେଲରେ ଭର୍ତ୍ତି । Share FacebookTwitterPinterestWhatsAppLinkedinReddItTelegram Previous articleଶ୍ବଶୁର ଘରେ ବୋମା ଫୁଟାଇ ବନ୍ଧା ହେଲା ଜ୍ବାଇଁNext articleସମ୍ବଲପୁରରେ ଏନକାଉଣ୍ଟର Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ୨ ବାଇକକୁ ଧକ୍କା ଦେଲା ଅଜଣା ଟ୍ରକ: ୪ ମୃତ ଓଡିଶା ଗ୍ୟାସକୁ ନେଇ ରାଜନୀତି ଉଚିତ ନୁହେଁ ଓଡିଶା ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. ଓଡିଶା ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ