ରାଉରକେଲା: ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ ।ଏଭଳି ଏକ ଅଭାବନୀୟ ଘଟିଣା ଘଟିଛି ରାଉରକେଲାର ଲାଞ୍ଜିବର୍ଣ୍ଣାରେ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି । ୯୦ ପ୍ରତିଶତ ପୋଡିଯାଇଥିବା ସୂଚନା । ତେବେ ଦେହରେ ଛାତ୍ରୀ ଜଣଙ୍କ ନିଜ ଦେହରେ କାହିଁକି ନିଆଁ ଲଗାଇଲେକାରଣ ଏପର୍ୟ୍ୟନ୍ତ ଜାଣାପଡିନାହିଁ । ପୋଲିସ ଏହି ଘଟଣାରେ ପୁରୁଷ ବନ୍ଧୁକୁ ଅଟକ ରଖି ପଚରା ଉଚରା କରୁଛି ।










