କୋରାପୁଟ : ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରାମାଡ କରାଯାଇଛି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଛୁରା ମାଡ ହୋଇଛି । ଶୌଚ ପାଇଁ ଯାଇଥିଲା ବେଳେ ଦୁଷ୍କର୍ମ ଉଦ୍ୟମ କରି ଛୁରାମାଡ ହୋଇଛି । ପ୍ରଥମେ କୁନ୍ଦୁଲି ଓ ପରେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେି ପରିବାର ଲୋକେ ନନ୍ଦପୁର ଥାନାରେ ଏତଲା ଦେଇଛନ୍ତି । ପରେ ମାମଲା ରୁଜ୍ଜୁ କରାଯିବ । ଘଟଣାସ୍ଥଳରେ ଅଭିଯୁକ୍ତ ଫେରାର ଅଛି ।