25.1 C
Bhubaneswar
Sunday, December 21, 2025
Homeଓଡିଶାଗଞ୍ଜାମ ବିଜେଡିକୁ ଶକ୍ତ ଝଟକା

ଗଞ୍ଜାମ ବିଜେଡିକୁ ଶକ୍ତ ଝଟକା

ଗଞ୍ଜାମ: ବିଜେପିରେ ମିଶିଲେ ବ୍ଲକ ଅଧ୍ୟକ୍ଷା । ଗଞ୍ଜାମ  ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ବିଜେପିରେ ସାମିଲ ହେଲେ । ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ପୂର୍ୱତନ ବ୍ଲକ ଅଧ୍ୟକ୍ଷା ସୁରଥ ପ୍ରଧାନ ବି ସାମିଲ ଅଛନ୍ତି । ଛତ୍ରପୁର  ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ  ଉପସ୍ଥିତି ବିଜେପିରେ ମିଶିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking