28.1 C
Bhubaneswar
Monday, December 15, 2025
Homeଓଡିଶାନବୋଦୟ ସ୍କୁଲରେ ରାଗିଂ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ : ୭ ସିନିୟର୍ ବିଦା

ନବୋଦୟ ସ୍କୁଲରେ ରାଗିଂ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ : ୭ ସିନିୟର୍ ବିଦା

ନୂଆପଡ଼ା : ନବୋଦୟ ସ୍କୁଲ ହଷ୍ଟେଲରେ ରାଗିଂ ଅଭିଯୋଗ l ହଷ୍ଟେଲରେ ୨୨ ଜଣ ଛାତ୍ରଙ୍କୁ ସିନିୟର୍ ମାଡ଼ ମାରିବା ଘଟଣାରେ ଦ୍ୱାଦଶ ଶ୍ରେଣୀର ୭ ଛାତ୍ରଙ୍କୁ ସ୍କୁଲରୁ ବିଦା କଲେ ପ୍ରିନ୍ସିପାଲ୍‌ l ଦଶମ ଶ୍ରେଣୀର ୨୨ ଜଣଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଦ୍ୱାଦଶ ଶ୍ରେଣୀର ୭ ଛାତ୍ର l ସୂଚନା ଅନୁସାରେ, ନୂଆପଡା ତରବୋଡ ନବୋଦୟ ବିଦ୍ୟାଳୟର ହଷ୍ଟେଲରେ ରାଗିଂ ହେଉଥିବା ଅଭିଯୋଗ ହୋଇଥିଲା l ହଷ୍ଟେଲର ଦ୍ଵାଦଶ ଶ୍ରେଣୀର ୭ ଜଣ ଛାତ୍ର ଦଶମ ଶ୍ରେଣୀର ୨୨ ଜଣ ପିଲାଙ୍କୁ ମାଡ଼ ମାରିଥିଲେ । ଉକ୍ତ ୭ ଜଣ ସିନିୟର୍ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାକୁ ଓହ୍ଲାଇଥିଲେ ୧୦ ଶ୍ରେଣୀ ଛାତ୍ର। ଏହାପରେ ଘଟଣାର ତଦନ୍ତ କରି ମାଡ ମାରିଥିବା ୭ ଜଣ ସିନିୟର୍ ଛାତ୍ରଙ୍କୁ ସ୍କୁଲରୁ ବିଦା କରିଛନ୍ତି ବିଦ୍ୟାଳୟର ପ୍ରିନ୍ସିପାଲ୍‌ l

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking