27.1 C
Bhubaneswar
Saturday, December 6, 2025
Homeଓଡିଶାତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ

ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ

ପୁରୀ : ପୁରୀରୁ ହାଟିଆ ମଧ୍ୟରେ ଚଳାଚଳ କରୁଥିବା ଏକ୍ସପ୍ରେସକୁ ପଥର ମାଡ ହୋଇଥିବା ସୂଚନା ମିଳିଛି । ଶନିବାର ରେଙ୍ଗାଲି ଓ ଝାରସୁଗୁଡା ମଝିରେ ଟ୍ରେନ ଯାଉଥିବା ବେଳେ ପଥର ମାଡ ହୋଇଥିଲା । ଫଳରେ ଟ୍ରେନର କାଚ ଭାଙ୍ଗିବା ସହ କାଚଗୁଣ୍ଡ ଯାତ୍ରୀଙ୍କ ଉପରେ ପଡିଥିଲା । ଏଥିରେ କୌଣସି ଯାତ୍ରୀଙ୍କର କିଛି ହୋଇନାହିଁ । ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking