22.1 C
Bhubaneswar
Friday, December 5, 2025
Homeଓଡିଶାଟେଣ୍ଡର ପ୍ରକ୍ରିୟାରେ ରିଙ୍ଗ ରୋଡ ନିର୍ମାଣ ପାଇଁ ନିଆଯିବ ପଦକ୍ଷେପ: ମନ୍ତ୍ରୀ

ଟେଣ୍ଡର ପ୍ରକ୍ରିୟାରେ ରିଙ୍ଗ ରୋଡ ନିର୍ମାଣ ପାଇଁ ନିଆଯିବ ପଦକ୍ଷେପ: ମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭା  ଶୀତକାଳିନ ଅଧିବେଶନର ତୃତୀୟ ଦିନ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ ।   ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ନିର୍ମାଣ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଶ୍ନ ପଚାରିଛନ୍ତି, ୮ କିମି ଦୀର୍ଘ ଆଠଗଡ ଆଉଟର ରିଂ ରୋଡ କାର୍ଯ୍ୟ କେବେ   ଆରମ୍ଭ ହେବ , ଏହାକୁ ଦୋହରୀକରଣ କରି ଜମି ଅଧିଗ୍ରହଣ  କାର୍ଯ୍ୟ କରିବେ କି ? ତେବେ ବିଧାୟକଙ୍କ ଉତ୍ତର ରେ ନିର୍ମାଣ ମନ୍ତ୍ରୀ କହିଛନ୍ତି,  ଆଠଗଡ ନିର୍ବାଚନ ମଣ୍ଡଳୀ ଦେଇ ରିଂ ରୋଡ ହେବାର ପ୍ରସ୍ତାବ ନାହିଁ । ଜମି ମାଲିକଙ୍କ ସ୍ୱୀକୃତି ପତ୍ର ମିଳିବାରେ ବିଳମ୍ବ ହେତୁ ଜମିଅଧିଗ୍ରହଣ ପ୍ରକ୍ରିୟା ସମ୍ପୁର୍ଣ୍ଣ  ହୋଇନାହିଁ । ଉକ୍ତ ପ୍ରକ୍ରିୟା ସମ୍ପୁର୍ଣ୍ଣ ହେବା ପରେ ଟେଣ୍ଡର  ଆହ୍ୱାନ କରାଯାଇ ଏହି ରିଙ୍ଗ ରୋଡ  ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking