24.1 C
Bhubaneswar
Wednesday, March 26, 2025
Homeଓଡିଶାନେପାଳୀ ଛାତ୍ରୀଙ୍କ  ଷ୍ଟେଟମେଣ୍ଟ ନିଆଯିବ : ମନ୍ତ୍ରୀ

ନେପାଳୀ ଛାତ୍ରୀଙ୍କ  ଷ୍ଟେଟମେଣ୍ଟ ନିଆଯିବ : ମନ୍ତ୍ରୀ

ଭୁବନେଶ୍ୱର: କିଟ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,ସବୁ କଥାକୁ ତର୍ଜମା କରି ରିପୋର୍ଟ ଦେବ କମିଟି । ନେପାଳୀ ଛାତ୍ରଛାତ୍ରୀ କିଟ ଆସି ସାରିଛନ୍ତି । ସେମାନଙ୍କ ଷ୍ଟେଟମେଣ୍ଟ ନିଆଯିବ କହିଛନ୍ତି ମନ୍ତ୍ରୀ । ୧୧ ମାସ ପୂର୍ୱରୁ ମୃତ ଛାତ୍ରୀ ଅଭିଯୋଗ କରିଥିଲେ । ସେନେଇ ରିପୋର୍ଟ  ମାଗିବ କମିଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking