21.1 C
Bhubaneswar
Monday, December 8, 2025
Homeଓଡିଶାପରୀକ୍ଷା ଫି ଛାଡ କଲେ ରାଜ୍ୟ ସରକାର

ପରୀକ୍ଷା ଫି ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପରୀକ୍ଷା ପରିଚାଳନା ନେଇ  ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ।  ସରକାରଙ୍କ  ଅଧୀନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ     ବିଭିନ୍ନ ନିଯୁକ୍ତି  ପରୀକ୍ଷା  ପାଇଁ ଫି ଛାଡ  କରିବାକୁ  ସରକାର  ନିଷ୍ପତ୍ତି ନେଇଛନ୍ତି ।  ଏନେଇ ସରକାରଙ୍କ ପକ୍ଷରୁ ଓପିଏସସି , ଓଏସଏସସି, ଓଏସଏସଏସସି ବୋର୍ଡକୁ ଚିଠି ଲେଖାଯାଇଛି ।  ଯେଉଁ ପରୀକ୍ଷାର୍ଥୀ  ପରୀକ୍ଷା ଦେଇଥିବେ  ସେମାନଙ୍କୁ ପରୀକ୍ଷା ଫି ଫେରାଇ ଦିଆଯିବ ।  ଏହା ଦ୍ୱାରା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଉପକୃତ ହେବେ । ଯେଉଁମାନେ ପରୀକ୍ଷା ଫି ଫେରାଇ ଦିଆଯିବ ।  ଏହା ଦ୍ୱାରା ଲକ୍ଷ ଲକ୍ଷ  ପରୀକ୍ଷାର୍ଥୀ  ଉପକୃତ ହେବେ । ଯେଉଁମାନେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବେ ସେମାନଙ୍କୁ ପରୀକ୍ଷା ଫି ଫେରାଇ ଦିଆଯିବ ।  ଏହାଦ୍ୱାରା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ  ଉପକୃତ  ହେବେ । ଯେଉଁମାନେ ପରୀକ୍ଷାକୁ ଗୁରୁତ୍ୱର ସହ  ନନେଇ  ପରୀକ୍ଷା  ଦେଉନାହାନ୍ତି ସେମାନଙ୍କ ପାଇଁ ଏହା ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking