28.1 C
Bhubaneswar
Sunday, September 8, 2024
Homeଓଡିଶାରାଜ୍ୟ ବଜେଟ୍ : କେଉଁ ବିଭାଗକୁ କେତେ ମିଳିଲା ଜାଣନ୍ତୁ..

ରାଜ୍ୟ ବଜେଟ୍ : କେଉଁ ବିଭାଗକୁ କେତେ ମିଳିଲା ଜାଣନ୍ତୁ..

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ସନ୍ଧ୍ୟାରେ ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ସେ ପୂର୍ବ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ବହୁ ଜନହିତକର ଯୋଜନାର ନାମକୁ ପରିବର୍ତ୍ତନ କରିବା ସହ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି । ମୋହନ ସରକାର ଚଳିତ ଆର୍ôଥକ ବର୍ଷ ପାଇଁ ୨,୬୫,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।

କେଉଁ ବିଭାଗକୁ କେତେ ମିଳିଲା ଜାଣନ୍ତୁ..

୧)ସ୍ୱରାଷ୍ଟ ବିଭାଗ – ୮,୯୯୪
୨) ସାଧାଣର ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ – ୭୩୨
୩) ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ – ୧,୭୬୯
୪)ଆଇନ୍ ବିଭାଗ – ୧,୫୯୦
୫) ଅର୍ଥ ବିଭାଗ – ୫୯,୩୧୨
୬)ବାଣିଜ୍ୟ ବିଭାଗଭ – ୨୦୩
୭)ନିର୍ମାଣ ବିଭାଗ – ୧୦,୭୫୦
୮) ଓଡ଼ିଶା ବିଧାନସଭା – ୮୬
୯) ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ – ୧,୩୦୮
୧୦) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ – ୨୬, ୩୯୧
୧୧) ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ – ୫,୭୫୦
୧୨) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ – ୨୦,୮୩୭
୧୩) ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ – ୯,୬୦୩
୧୪)ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ – ୩୧୮
୧୫) କ୍ରୀଡ଼ା ଓ ଯୁବ ସେବା ବିଭାଗ – ୧,୩୧୫
୧୬) ଯୋଜନା ଓ ସଂଯୋଜନ ବିଭାଗ – ୨୦୧୮
୧୭) ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ – ୨୬, ୪୬୬
୧୮) ସାଧାରଣ ଅଭିଯୋଗ ଓ ପେନ୍‌ସନ୍ ପ୍ରଶାସନ – ୩
୧୯) ଶିଳ୍ପ ବିଭାଗ – ୮୦୮
୨୦)ଜଳ ସମ୍ପଦ ବିଭାଗ – ୧୩,୨୭୨
୨୧) ପରିବହନ ବିଭାଗ – ୩,୭୪୨
୨୨) ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ – ୧,୪୧୮
୨୩) କୃଷି ଓ କୃଷକ ସଶକ୍ତିକରଣ ବିଭାଗ – ୧୨, ୯୨୯
୨୪) ଇସ୍ପାତ ଓ ଖଣି ବିଭାଗ – ୪୫୬
୨୫) ସୂଚନା ଓ ଲୋକସମ୍ପର୍କ ବିଭାଗ – ୧୫୬
୨୬) ଅବକାରୀ ବିଭାଗ – ୨୪୧
୨୭) ବିଜ୍ଞାନ ଓ ବୈଷୟକ ବିିଭାଗ – ୧୨୨
୨୮) ଗ୍ରାମ ଉନ୍ନୟନ ବିଭାଗ – ୯, ୪୫୬
୨୯) ସଂସଦୀୟ ବ୍ୟାପାର ବିଭାଗ – ୮୫
୩୦)ଶକ୍ତି ବିଭାଗ – ୩, ୩୫୫
୩୧) ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପି ବିଭାଗ – ୨୬୨
୩୨) ପର୍ଯ୍ୟଟନ ବିଭାଗ – ୮୧୮
୩୩) ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନୟନ ବିଭାଗ – ୧,୮୯୬
୩୪) ସମବାୟ ବିଭାଗ – ୨,୧୧୬
୩୫) ସାଧାରଣ ଉଦ୍ୟୋଗ ବିଭାଗ – ୧୨
୩୬) ମହିଳା ଓ ଶିଶୁ କଲ୍ୟାଣ ବିଭାଗ – ୧୫,୧୮୧
୩୭) ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା – ୫୦୯
୩୮) ଉଚ୍ଚଶିକ୍ଷା ବିଭାଗ – ୩, ୪୭୮
୩୯) ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗ – ୧, ୫୮୩
୪୦) ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ – ୭୪୭
୪୧) ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ – ୭,୭୧୦
୪୨) ବିପର୍ଯ୍ୟୟ ପରିଚାଳନା ବିଭାଗ – ୪, ୦୨୩
୪୩) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ – ୪୨୦
୪୪) ମିଶନ ଶକ୍ତି ବିଭାଗ – ୨, ୭୬୨

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking