25.9 C
Bhubaneswar
Monday, April 6, 2026
Homeଓଡିଶାଏସଏସବି ଯବାନଙ୍କ ଆତ୍ମହତ୍ୟା

ଏସଏସବି ଯବାନଙ୍କ ଆତ୍ମହତ୍ୟା

ନବରଙ୍ଗପୁର: ଏସଏସବି ଯବାନଙ୍କ ଆତ୍ମହତ୍ୟା । ନିଜ ବନ୍ଧୁକରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଯବାନ । ମୃତ ଯବାନ ଜଣକ ହେଲେ ୩୧ ବର୍ଷୀୟ ରାକେଶ କୁମାର । ସୂଚନା ମୁତାବକ, ମାଓ ବିରୋଧୀ ଅପରେସନରେ ସାମିଲ ଥିଲେ ଯବାନ ରାକେଶ କୁମାର । ଯବାନ ଘର ମିରଟ ହୋଇଥିବା ସୂଚନା ।

କାଲିଠୁ ୩ଦିନ ପ୍ରବଳ ବର୍ଷା ସମ୍ଭାବନା

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking