17.1 C
Bhubaneswar
Wednesday, February 4, 2026
Homeଓଡିଶାଶ୍ରୀମୟୀଙ୍କ ‘ରାବଣ- ବିଭୀଷଣ’ ବାଣ

ଶ୍ରୀମୟୀଙ୍କ ‘ରାବଣ- ବିଭୀଷଣ’ ବାଣ

ଭୁବନେଶ୍ୱର: ରାବଣ, ବିଭୀଷଣ ଉପାଖ୍ୟାନ ଉଠାଇ ଶ୍ରୀମୟୀ  ପୁଣିଥରେ ନିଶାନା କରିଛନ୍ତି । ବିଭୀଷଣଙ୍କ ନିଷ୍ଠାର ଉପଦେଶ ନମାନିବାର ଫଳ ଭୋଗିଲା ରାବଣ । ଅହଂକାରୀ  ରାବଣ  ଭାଇ ବିଭୀଷଣଙ୍କୁ ଶତ୍ରୁର ସେବକ କହି ବିଦା କଲା । ବିଭୀଷଣ ଲଙ୍କା ଛାଡି ପ୍ରଭୁ ଶ୍ରୀରାମଙ୍କ ଶରଣାଗତ ହେଲେ । ପରେ ରାମ- ରାବଣ ଯୁଦ୍ଧରେ ରାବଣର ମୃତ୍ୟୁ ଅନିବାର୍ଯ୍ୟ  ହେଲା । ଅହଂକାର ଓ ଭୁଲ ନିଷ୍ପତ୍ତି ମହାନ ସାମ୍ରାଜ୍ୟର ବିନାଶ ଘଟାଇପାରେ । ମାତ୍ର ପରୋକ୍ଷ ନିଶାନା ନେଇ ଶ୍ରୀମୟୀ କିଛି ସ୍ପଷ୍ଟ କରିନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking