31.1 C
Bhubaneswar
Monday, April 6, 2026
Homeଓଡିଶା୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ

୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ

ଭୁବନେଶ୍ୱର: ଘୋଷଣା ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ଏବେ ରାଜ୍ୟରେ ୨୩ ଜିଲ୍ଲାକେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରହିଛି । ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଆସିଲେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ କହିଲେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।
୧. ଅନୁଗୁଳ- ବଶିଷ୍ଠ ନାୟକ( ଅଧ୍ୟକ୍ଷ), ସୁରୁମଣି ଛତର( ଉପାଧ୍ୟକ୍ଷ )
୨. ବଲାଙ୍ଗୀର- ବଲ୍ଲଭ ଧରୁଆ ( ଅଧ୍ୟକ୍ଷ), ଜୟନ୍ତୀ ଭୋଇ( ଉପାଧ୍ୟକ୍ଷ )
୩. ବାଲେଶ୍ୱର- ବିପିନ ମାରାଣ୍ଡି( ଅଧ୍ୟକ୍ଷ), ଝରଣା ସିଂ ( ଉପାଧ୍ୟକ୍ଷ )
୪.ବରଗଡ- ଗୋବର୍ଦ୍ଧନ ଭୋଏ( ଅଧ୍ୟକ୍ଷ),ତିଳତ୍ତୋମା ଭୁଏ( ଉପାଧ୍ୟକ୍ଷ )
୫. ଢେଙ୍କାନାଳ- ନାଉରି ସିଂ( ଅଧ୍ୟକ୍ଷ), ସେବତୀ ଭୋଇ( ଉପାଧ୍ୟକ୍ଷ )
୬. ଗଜପତି- କାମଦେବ ବଡନାୟକ( ଅଧ୍ୟକ୍ଷ), ପଙ୍କଜିନୀ ଦଳାଇ ( ଉପାଧ୍ୟକ୍ଷ )
୭. ଗଞ୍ଜାମ-ନୀଳମାଧବ ପାତ୍ର ( ଅଧ୍ୟକ୍ଷ), ଲଳିତା ପ୍ରଧାନ ( ଉପାଧ୍ୟକ୍ଷ )
୮. ଯାଜପୁର- ରାଜେନ୍ଦ୍ର କାନ୍ଦୁଲିଆ ( ଅଧ୍ୟକ୍ଷ), ଶାନି ଜରିକା ( ଉପାଧ୍ୟକ୍ଷ )
୯. ଝାରସୁଗୁଡା- ସାମଲ ନାଏକ ( ଅଧ୍ୟକ୍ଷ), ସଂଯୁକ୍ତା ଓରାମ ( ଉପାଧ୍ୟକ୍ଷ )
୧୦. କଳାହାଣ୍ଡି- ବିଜୟ ଦିଶାରୀ ( ଅଧ୍ୟକ୍ଷ), ରୀନା ଭୋଇ ( ଉପାଧ୍ୟକ୍ଷ )
୧୧. ଦେବଗଡ- ପ୍ରଶାନ୍ତ ବେହେରା ( ଅଧ୍ୟକ୍ଷ), ପ୍ରମିଳା କିଶାନ ( ଉପାଧ୍ୟକ୍ଷ )
୧୨. କନ୍ଧମାଳ- ମାନଗୋବିନ୍ଦ ପ୍ରଧାନ ( ଅଧ୍ୟକ୍ଷ), କଳ୍ପନା କହଁର ( ଉପାଧ୍ୟକ୍ଷ )
୧୩. କେନ୍ଦୁଝର –ମମିତା ନାଏକ ( ଅଧ୍ୟକ୍ଷ), ମାନସ ନାଏକ ( ଉପାଧ୍ୟକ୍ଷ )
୧୪. କୋରାପୁଟ- ଭଗବାନ ମୁଦୁଲି ( ଅଧ୍ୟକ୍ଷ), ସୁକାନ୍ତି ମାଝୀ ( ଉପାଧ୍ୟକ୍ଷ )
୧୫. ମାଲକାନଗିରି – ଗଙ୍ଗାଧର ସୋଡି ( ଅଧ୍ୟକ୍ଷ), ସାବିତ୍ରୀ ପଡିଆମି ( ଉପାଧ୍ୟକ୍ଷ )
୧୬. ମୟୁରଭଞ୍ଜ- ବୁଧାନ ମୁର୍ମୁ( ଅଧ୍ୟକ୍ଷ), କୌଶଲ୍ୟା ନାଏକ ( ଉପାଧ୍ୟକ୍ଷ )
୧୭. ନବରଙ୍ଗପୁର- ବାସନ୍ତୀ ମାଝୀ ( ଅଧ୍ୟକ୍ଷ), ଲିଙ୍ଗରାଜ ଭଦ୍ରା ( ଉପାଧ୍ୟକ୍ଷ )
୧୮. ନୟାଗଡ- ତ୍ରିନାଥ ମଲ୍ଲିକ ( ଅଧ୍ୟକ୍ଷ), ସମିତା ଦେହୁରୀ ( ଉପାଧ୍ୟକ୍ଷ )
୧୯. ନୂଆପଡା- ହେମେସିଂ ମାଝୀ ( ଅଧ୍ୟକ୍ଷ), ବେଲାମତି ମାଝୀ ( ଉପାଧ୍ୟକ୍ଷ )
୨୦. ରାୟଗଡା- ବିଦ୍ୟାଧର ଶବର ( ଅଧ୍ୟକ୍ଷ), ମଞ୍ଜୁଳା ମିନିଆକା( ଉପାଧ୍ୟକ୍ଷ )
୨୧. ସମ୍ବଲପୁର- ଭଗିନ୍ଦ୍ର କିଶାନ ( ଅଧ୍ୟକ୍ଷ), ସୁଷମା ମୁଣ୍ଡା ( ଉପାଧ୍ୟକ୍ଷ )
୨୨. ସୁନ୍ଦରଗଡ- ସନ୍ତୋଷ ଅମାତ( ଅଧ୍ୟକ୍ଷ), ଗାଙ୍ଗି କିଣ୍ଡୋ ( ଉପାଧ୍ୟକ୍ଷ )
୨୩. ବୌଦ୍ଧ- ଡମରୁ ଧର କହଁର ( ଅଧ୍ୟକ୍ଷ), ଝରଣା ଜାନି ( ଉପାଧ୍ୟକ୍ଷ )

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking