31.1 C
Bhubaneswar
Wednesday, March 25, 2026
Homeଓଡିଶାନିଶା କାରବାର ରୋକିବାକୁ ସ୍ୱତନ୍ତ୍ର ଅଭିଯାନ

ନିଶା କାରବାର ରୋକିବାକୁ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର : ନିଶା କାରବାର ରୋକିବାକୁ ପୁଲିସର ସ୍ୱତନ୍ତ୍ର ସ୍ୱତନ୍ତ୍ର ଅଭିଯାନ ରହିଛି । ୩ଟି ଦିଗକୁ ଫୋକସ କରୁଛି କମିଶନରେଟ ପୋଲିସ । ସଡକ ସୁରକ୍ଷା, ଗଞ୍ଜେଇ ଓ ବ୍ରାଉନ ସୁଗାର କାରବାର ଉପରେ  ରୋକ ଲାଗିଛି । ଷ୍ଟ୍ରିଟ କ୍ରାଇମ ପୁଲଲିସର ଅଧିକ ଫୋକସ କରାଯାଉଛି ।ଏନେଇ କମିଶନର ସୁରେଶ ସୁରେଶ ଦେବଦତ ସିଂ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking