23.1 C
Bhubaneswar
Sunday, March 22, 2026
Homeଓଡିଶାବିରୋଧୀଙ୍କୁ ବାଚସ୍ପତିଙ୍କ ଚେତାବନୀ

ବିରୋଧୀଙ୍କୁ ବାଚସ୍ପତିଙ୍କ ଚେତାବନୀ

ଭୁବନେଶ୍ୱର : ଚଳିତ ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି କହିଛନ୍ତି ବାଚସ୍ପତି ସୁରମା ପାଢୀ । ଏନେଇ ଚେତାବନୀ ଦେଇଛନ୍ତି ବାଚସ୍ପତି । ଅଧିବେଶନରେ ବିରୋଧୀ ଗଠନମୂଳକ  ପରାମର୍ଶ ଦେଲେ ଉପାଦେୟ ହେବ । କିନ୍ତୁ ବିଶଋଙ୍ଖଳା ଆଚରଣ କଲେ ବରଦାସ୍ତ କରାଯିବନି । ଫେବୃଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking