18.1 C
Bhubaneswar
Tuesday, December 9, 2025
Homeଓଡିଶାଆଗକୁ ଦକ୍ଷିଣ ଓଡିଶା ବିକାଶ ପରିଷଦ ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ

ଆଗକୁ ଦକ୍ଷିଣ ଓଡିଶା ବିକାଶ ପରିଷଦ ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ

ଜୟପୁର: ଜୟପୁରରେ ସୁଭଦ୍ରା ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । କହିଛନ୍ତି , ଆଗକୁ ଦକ୍ଷିଣ ଓଡିଶା ବିକାଶ ପରିଷଦ ହେବାକୁ ଯାଉଛି ।  ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ଏନେଇ ଟାସ୍କ ଫୋର୍ସ ଗଠନ ହୋଇଛି । ପୂର୍ୱ ସରକାର  ଦକ୍ଷିଣ ଓଡିଶା ବିକାଶକୁ ଗୁରୁତ୍ୱ ଦେଉ ନଥିଲେ ।  ଆମ ସରକାର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ।  ରତ୍ନଗର୍ଭା କୋରାପୁଟର ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ।  ୭୬୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ ହୋଇଛି ।  ବିଶେଷକରି,  ୪ଟି, ବର୍ଗ-  ଗରିବ , ମହିଳା, କୃଷକ, ଯୁବକଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking